ପରୀ ହତ୍ୟା ମାମଲାରେ ବଡ଼ ଖୁଲାସା : ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆ ଯାଇଥିଲା

ଷ୍ଟାଟସ୍‌ ରିପୋର୍ଟ ପ୍ରକାଶ କଲା ଏସ୍‌ଆଇଟି ଭୁବନେଶ୍ବର: ପରୀ ହତ୍ୟା ମାମଲାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ପକ୍ଷରୁ ବୁଧବାର ହାଇକୋର୍ଟରେ ତଦନ୍ତର ଯେଉଁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ସେଥିରେ ପରୀକୁ ଯୌନ ନିର୍ଯାତନା ଦିଆଯିବା ପରେ ଅତ୍ୟନ୍ତ ନିଷ୍ଠରୁ ଭାବେ ହତ୍ୟା କରାଯାଇଥିବା କଥା ଉଲ୍ଲେଖ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ନୟାଗଡ଼ ଜିଲ୍ଲା ଯଦୁପୁରର ୫ ବର୍ଷୀୟା … Continue reading ପରୀ ହତ୍ୟା ମାମଲାରେ ବଡ଼ ଖୁଲାସା : ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆ ଯାଇଥିଲା